ଲାଲ ବତୀ
ଦେଖଣା
ଲାଲ ବତୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ରକ୍ତବର୍ଣ୍ଣର ମହମବତୀ — ୧. Red coloured candle.
- ୨. ରକ୍ତବର୍ଣ୍ଣର ଆଲୋକ — ୨. Red light.
[ଦ୍ରଷ୍ଟବ୍ୟ —ରେଳ ଓ ଜାହାଜରେ ବିପଦ ଆପଦର ଚିହ୍ନ ସ୍ୱରୂପ ନାଲି ଆଲୁଅ ଓ ନାଲି ପତାକା ଦେଖାଉଇ ଦିଆଯାଏ ଦୂରରୁ ରକ୍ତବର୍ଣ୍ଣର ଆଲୋକ ବା ପତାକା ଦେଖାଗଲେ ଜଣାଯିବ ଯେ, ରେଲ ଲାଇନ୍ରେ କିଛି ବିଦ ଘଟିବାର ସମ୍ଭାବନା ନାଲି ଆଲୁଅ ଆଦି ଦେଖିବାମାତ୍ରେ ରେଳଗାଡ଼ି ଓ ଜାହାଜର ଗତି ବନ୍ଦ କରାଯାଏ]