Jump to content

ଲାଲ ମେଖ

ଉଇକିଅଭିଧାନ‌ରୁ

ଲାଲ ମେଖ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଘୋଡ଼ାର ସାଜ ବିଶେଷ —One of the fittings of a riding horse.

[ଉ—ସାଜିଲେ ସର୍ବ ସମ୍ଭାର, ଜିନ ଜିନିସ ଲାଲମେଖ ଦଉଡ଼ି ଚାରିଜାମା ବଢ଼ିଆଳ—ବ୍ରଜନାଥ ବଡ଼ ଜେନା ସମର ତରଙ୍ଗ]