Jump to content

ଲାଳ

ଉଇକିଅଭିଧାନ‌ରୁ

ଲାଳ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଲାଳା)

[ସମ୍ପାଦନା]
୧. ଲାଳା; ପାଟିରୁ କୋହିବା ଛେପ; ମୁଖର ସ୍ରାବ —୧. Saliva; slaver.

[ଉ— ବାଛୁରୀମାନେ ଅଙ୍ଗଲିହନ୍ତେ ଲାଗିରହିଛି ଲାଳ—ଭକ୍ତଚରଣ. ମଥୁରାମଙ୍ଗଳ]

୨. ପିଛିଳରସ —୨. Slime.
୩. ଆମ; ପେଟ ମଧ୍ୟରେ ଥିବା ଆମ (ଯାହାକି ଝାଡ଼ା ସଙ୍ଗେ ବାହାରେ) — ୩. Mucus.