ଲାଳନ
ଦେଖଣା
ଲାଳନ
ଉଚ୍ଚାରଣ
[ସମ୍ପାଦନା](ଲାଳନୀୟ, ଲାଲ୍ୟ, ଲାଳିତ—ବିଣ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବି(ଲାଡ଼ି ଧାତୁ=ଯତ୍ନପୂର୍ବକ ପାଳନ କରିବା+ଭାବ. ଅନ)
[ସମ୍ପାଦନା]- ୧. ଯତ୍ନପୂର୍ବକ ପାଳନ —୧. Tending; bringing up with care.
- ୨. ଶିଶୁମାନଙ୍କ ସ୍ନେହପୂର୍ବକ ବା ତାଡ଼ନା ନ କରି ବଢ଼ାଇବା —୨. Bringing up a child without strictness; laxity in regulating a child's actions.