Jump to content

ଲାଳନା

ଉଇକିଅଭିଧାନ‌ରୁ

ଲାଳନା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଲାଳନ+ଆ)

[ସମ୍ପାଦନା]

ଆଦର; ସ୍ନେହ —Love; affection; fondness.

[ଉ—ଏମନ୍ତ ହେଲେହେଁ ତ ତାଠାରୁ ଲାଳନା, ନ ତୁଟେ କେବେ ବିଦୁର ମହାମନା— କୃଷ୍ଣସିଂହ ମହାଭାରତ ଉଦଯୋଗ]