ଲାଳସି
ଦେଖଣା
ଲାଳସି
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷଣ - ପୁଂ(ଲାଳସା+ଅଛି ଅର୍ଥରେ ଇନ୍; ୧ମା. ୧ବ)
[ସମ୍ପାଦନା]- ୧. ଲାଳାୟିତ —୧. Hankering after; covetuous for.
[ଉ—ମୁଁ ଗଲେ ମୋ ପ୍ରୀତିରେ ହୋଇଁଣ ଲାଳସୀ କୃଷ୍ଣସିଂହ. ମହା— ଭାରତ. ବନ]
- ୨. ଇଛୁକ —୨. Desirous of.
[ଉ—ଅଶ୍ୱତ୍ଥାମା କୃପ କୃତବରମା ମିଶି, ହୋଇଲେ ତୁମ୍ୱ ରକ୍ଷାରେ ଲାଳସୀ କୃଷ୍ଣସିଂହ. ମହାଭାରତ. ଶଲ୍ୟ]