Jump to content

ଲାଳସୀକ

ଉଇକିଅଭିଧାନ‌ରୁ

ଲାଳସୀକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ -

[ସମ୍ପାଦନା]
୧. (ଲାଳା+ଇକ, ସ ଆଗମ)— ୧ ପିଛିଳ —୧. Slimy.
୨. ବାଞ୍ଛିତ; ଈସ୍ପିତ —୨. Wished for; desired.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଚଟୁଣୀ — ୧. Sauce (Apte).
୨. ଏଖ୍ ନୀ; ମାଂସର ସୁରୁଆ — ୨. Gravy (M.W.)