Jump to content

ଲାଳାୟିତ

ଉଇକିଅଭିଧାନ‌ରୁ

ଲାଳାୟିତ

ଉଚ୍ଚାରଣ

[ସମ୍ପାଦନା]
(ଲାଳାୟିତା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଲାଳୟ ନାମ ଧାତୁ+କର୍ତ୍ତୃ. ତ)

[ସମ୍ପାଦନା]
୧. ଲାଳାଯୁକ୍ତ —୧. Slimy.
୨. ଯାହାଠାରୁ ଲାଳ ବୋହୁଥାଏ —୨. Emitting slime; salivating.

[ଉ—ବହିଲେ ଅନନ୍ତ, ଅନନ୍ତ ଲପନ, ବର୍ଣ୍ଣିଆଣନ୍ତେ ଲାଳାୟିତ ଭଞ୍ଜ. ବୈଦେହିଶବିଳାସ]

୩. ଲୀଳସୀ; କୌଣସି ବସ୍ତୁ ପାଇବା ନିମନ୍ତେ ଅତ୍ୟଧିକ ଉତ୍ସୁକ —୩. Eagerly hankering after a thing.