ଲାଳିତ
ଦେଖଣା
ଲାଳିତ
ଉଚ୍ଚାରଣ
[ସମ୍ପାଦନା](ଲାଳିତା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଂ. (ଲାଡ଼ିଧାତୁ=ସ୍ନେହରେ ପାଳିବା+କର୍ମ.ତ)
[ସମ୍ପାଦନା]- ୧. ଯତ୍ନରେ ପ୍ରପାଳିତ —୧. Carefully nourished; brought up white car.
- ୨. ପୁସୁଲାଇ କରି ନିଆଯାଇଥିବା —୨. Seduced (Apte)
- ୩. ଅତ୍ୟନ୍ତ ଗେହ୍ଲ; ଅତ୍ୟନ୍ତ ସ୍ନେହପାଳିତ — ୩. Excessively or unduly fondled; caressed.
ସଂସ୍କୃତ - ବିଶେଷ୍ୟ - (+ଭାବ. ତ)
[ସମ୍ପାଦନା]- ୧. ପ୍ରେମ — ୧. Love (Apte)
- ୨. ସୁଖ; ଆନନ୍ଦ —Plea-sure; joy. (Apte)