Jump to content

ଲାଳେଇବା

ଉଇକିଅଭିଧାନ‌ରୁ

ଲାଳେଇବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସଂସ୍କୃତ - ଲାଳୟ ଧାତୁ)

[ସମ୍ପାଦନା]
୧. (କୌଣସି ବସ୍ତୁ) ଦେହରୁ ଲାଳା ନିର୍ଗତ କରିବା —୧. To emit slime; to becme slimy.
୨. (ସଂସ୍କୃତ - ଲାଳାୟିତ) ଲାଳାମୟ ହେବା —୩. To be slimy.

[ଉ—ଅନ୍ନ ଆଦି ବାସି ହୋଇଗଲେ ତାହା ଲାଳେଇଯାଏ]

୩. ଲାଳାୟିତ ହେବା —୩. To hanker after a thing.
୪. ଜିଭଦ୍ୱାରା ଚଞ୍ଚଳ ଚାଟି ଖାଇବା —୪. To lick up any thing.
୫. ମୁହଁରୁ ଲାଳ ବୁହାଇବା —୫, To slaver; to drivel.

[ଦ୍ରଷ୍ଟବ୍ୟ —ଏ ଶବ୍ଦ ଜିଭ, ପାଟି ମୁହଁ, ତୁଣ୍ଡ ଆଦି ଶବ୍ଦ ପରେ ବ୍ୟବହୃତ ହୁଏ]