ଲାଶ୍ କାଢ଼ିବା
ଦେଖଣା
ଲାଶ୍ କାଢ଼ିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଲାଶ୍ କାଢ଼ିବା
|
[ଲାଶ କଢ଼ାଯି(ହେ)ବା—କର୍ମବାଚ୍ୟରୂପ]
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଶବକୁ ପୋଡ଼ିବା ବା ପୋତିବାପାଇଁ ସ୍ଥାନାନ୍ତରକୁ ନେବା —୧. To remove a dead body for interment or cremation.
- ୨. (ବ୍ୟଙ୍ଗ୍ୟ) ଆପଣାର ପୃଥୁଳ ଶରୀର ବାହାର କରିବା —୨. To exhibit one's fat body.