ଲାଶ୍ ଚାଲାଣିଫର୍ଦ
ଦେଖଣା
ଲାଶ୍ ଚାଲାଣିଫର୍ଦ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଲାଶ୍ ଚାଲାଣିଫର୍ଦ
|
ଦେଶଜ - ବିଶେଷ୍ୟ - (କଚିରିଆ ଭାଷା)
[ସମ୍ପାଦନା]ଅପରାଧଘଟିତ ଶବକୁ ପୁଲିସ ଡାକ୍ତର ଖାନାକୁ ପଠାଇବା ବେଳେ ଶବବାହାଙ୍କ ହସ୍ତରେ ଶବର ଲକ୍ଷଣମାନ ବର୍ଣ୍ଣନା ପୂର୍ବକ ଯେଉଁ କାଗଜ ପଠାନ୍ତି — The descriptive reportor paper accompanying a dead body which is sent up by the Police for post mortem examination.