ଲାଷ୍ଟ୍
ଦେଖଣା
ଲାଷ୍ଟ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷଣ - (ଇଂରାଜୀ - ଲାଷ୍ଟ)
[ସମ୍ପାଦନା]ଶେଷ ସ୍ଥାନୀୟ; ନିମ୍ନତମ — Last; lowest.
[ଦ୍ରଷ୍ଟବ୍ୟ —ଏହି 'ଲାଷ୍ଟ୍' ଶବ୍ଦ ସଙ୍ଗେ ଅନେକ ଇଂରାଜି ଓ ଦେଶୀୟ ଶବ୍ଦ ଯୁକ୍ତ ହୋଇ ଆମ ଭାଷାରେ ବ୍ୟବହୃତ ହୁଏ ଯଥା—ଲାଷ୍ଟ୍ ପିଲା, ଲାଷ୍ଟକ୍ଲାସ୍, ଲାଷ୍ଟ ଟିଚର୍ ଇତ୍ୟାଦି]
=== ବୈଦେଶିକ - ବିଶେଷ୍ୟ - (ଇଂ) ଲାଶ୍ ୩
[[]] (ଦେଖ) - Laṡ ୩(See)