ଲାସ
ଦେଖଣା
ଲାସ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବି(ଲାସ୍ ଧାତୁ=ନୃତ୍ୟ କରିବା+ଭାବ. ଅ)
[ସମ୍ପାଦନା]- ୧. ନୃତ୍ୟ; ନାଟ; କ୍ରୀଡ଼ା —୧. Dancing; sporting (M.W.).
- ୨. ସ୍ତ୍ରୀ ଲୋକଙ୍କର ନୃତ୍ୟ —୨. A dancing of females; dancing as practised by women.
[ଦ୍ରଷ୍ଟବ୍ୟ —ପୁରୁଷଙ୍କର ନୃତ୍ୟକୁ 'ତାଣ୍ଡବ' ବୋଲାଏ]
- ୩. ବିଳାସ; ଛଇ —୩. Sportiveness; dalliance.
- ୪. ଅଙ୍ଗ— ପ୍ରତ୍ୟଙ୍ଗର ନାନାପ୍ରକାର ଲକ୍ଷଣ—ବ୍ୟଞ୍ଜକ ଭଙ୍ଗୀ —୪. Various deportments or postures of the limbs denoting various intentions.
- ୫. କୁଦା; ଡେଇଁବା —୫. Jumping (M.W.); skipping about (Apte).
- ୬. (...+ କରଣଂ ଅ)—ସୁପ୍; ସୋରୁଅ; ଯୃକ୍ଷ —୬. Soup; broth (Apte).
- ୭. ଲାଳ —୭. Saliva (M.W.).