ଲାସକ
ଦେଖଣା
ଲାସକ
ଉଚ୍ଚାରଣ
[ସମ୍ପାଦନା](ଲାସିକା—ସ୍ତ୍ରୀ)
ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ଲାସ୍ ଧାତୁ+କର୍ତ୍ତୃ. ଅକ)
[ସମ୍ପାଦନା]- ୧. ନର୍ତ୍ତକ; ନାଟୁଆ —୧. A male dancer.
- ୨. ଅଭିନେତା; ନାଟ —୨, An actor.
- ୩. ମୟୂର — ୩. Peacock.
ସଂସ୍କୃତ - ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା]- ୧. ନୃତ୍ୟକାରୀ —୧. Dancing (M.W.).
- ୨. କ୍ରୀଡ଼ାକାରା —୨, Gambling; sporting (M.W.).
- ୩. ଦୀପ୍ତିକାରକ (ହିନ୍ଦୀ - ଶ). ୩. Dazzling.