Jump to content

ଲାସିକ

ଉଇକିଅଭିଧାନ‌ରୁ

ଲାସିକ

ଉଚ୍ଚାରଣ

[ସମ୍ପାଦନା]
[ଲାସିକା(କୀ)—ସ୍ତ୍ରୀ] 

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ଲାସ+ଇକ)

[ସମ୍ପାଦନା]
୧. ନର୍ତ୍ତକ; ନାଟୁଆ — ୧. Dancer.
୨. ନଟ —୨. An actor.

ସେ. ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]

ନୃତ୍ୟକାରୀ — Dancing (M.W.)