Jump to content

ଲାସିକା

ଉଇକିଅଭିଧାନ‌ରୁ

ଲାସିକା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଲସ ଧାତୁ+କର୍ତ୍ତୃ. ଅକ+ଆ)

[ସମ୍ପାଦନା]
୧. ନର୍ତ୍ତକୀ — ୧. A female dancer.
୨. ବେଶ୍ୟା — ୨. A prostitutd (Apte).
୩. ଅସତୀ ସ୍ତ୍ରୀ — ୩. An unchaste women (Apte).
୪. (+ ଭାବ ଅକ+ଅ)—ଏକପ୍ରକାର ନାଟକାଭିନୟ — ୪. A kind of dramatic performance (Apte).