Jump to content

ଲାସିବା

ଉଇକିଅଭିଧାନ‌ରୁ

ଲାସିବା

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ଉପାଡ଼ି ପକାଇବା —To uproot.

[ଉ— ପୁରୁଷ ଉତ୍ତର—ତରଙ୍ଗିଣୀ ପରି ତୀର ପ୍ରେମ—ପଲାଶୀ ଲାସିଲା କଲ୍ଲୋଳେ ଦୁଇ ତୀର—ଆନନ୍ଦଚନ୍ଦ୍ର ଭକ୍ତ ପ୍ରହଲାଦ]