Jump to content

ଲାସ୍ଫୋଟନୀ

ଉଇକିଅଭିଧାନ‌ରୁ

ଲାସ୍ଫୋଟନୀ

ଉଚ୍ଚାରଣ

[ସମ୍ପାଦନା]

(ଲାସ୍ପୂର୍ଜନୀ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ଲାସନ=ଗମନ+ଅସ୍ଫୋଟନ=ଭେଦନ, କରେ ଯ; ନିପାତନ)

[ସମ୍ପାଦନା]
୧. ଫୋଡ଼ଣୀ; ବେଧନୀ — ୧. Awl.
୨. ଛୁଞ୍ଚି; ଡାମ୍ଫଣ — ୨. Needle; a large needle.
୩. ବଢ଼େଇଙ୍କ ଭଅଁର; ଅଗର —୨. Gimelt; auger (M.W.)