Jump to content

ଲି

ଉଇକିଅଭିଧାନ‌ରୁ

ଲି

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ -

[ସମ୍ପାଦନା]
୧. (କଚିରିଆ)—(ସାଙ୍କେତିକ) 'ଲିଖିତଂ'ର ସାଙ୍କେତିକ ୧. Abbreviation of 'Likhitam' meaning, Written by (so and so)

[ଦ୍ରଷ୍ଟବ୍ୟ —ଦଲିଲ ଆଦି ଲେଖିବା ବା ସଂପାଦନ କରିବା ବ୍ୟକ୍ତିର ନାମ ପୂର୍ବେ ଏହି ସାଙ୍କେତିକ ବ୍ୟବହୃତ ହୁଏ ଯଥା— ଲି ଗୋପାଳଚନ୍ଦ୍ର—ଅର୍ଥାତ୍, ଏ ପତ୍ରର ଲେଖକ ଗୋପାଳଚନ୍ଦ୍ର

୨. ବର୍ତ୍ତମାନକାଳର ସମାପ ଅତୀତ ବା ଅଦ୍ୟତନ ଅତୀତ କାଳରେ ଅନାଦରାର୍ଥ ପ୍ରଥମ ପୁରୁଷ ଏକ ବଚନ 'ମୁଁ' ପରେ ବ୍ୟବହୃତ କ୍ରିୟାର ଲାଗିବା ଚିହ୍ନ (ଯଥା—କଲି, ଖାଇଲି, ଗଲି) —୨. Inflection used with verbs in the past tense first person singular.

ବୈଦେଶିକ - ବିଶେଷ୍ୟ - (ଚୀନ ଦେଶୀୟ ଭାଷା; ବୌଦ୍ଧ ସାହିତ୍ୟରେ ବ୍ୟବହୃତ ଚୀନ ଦେଶରେ ବ୍ୟବହୃତ ଦୂରତ୍ୱ ପରିମାଣ ବିଶେଷ — A measure of distance of places used in China.

[ଦ୍ରଷ୍ଟବ୍ୟ —ଏହା ଏକ କ୍ରୋଶର ୧୨: ଭାଗରୁ ପ୍ରାୟ ଏକ ଭାଗ ୪ ଲି=୩୩୩: କ୍ରୋଶ (ଜ୍ଞାନେନ୍ଦ୍ର)]