ଲିଆ
ଦେଖଣା
ଲିଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଲାଳା)
[ସମ୍ପାଦନା]ଲାଜା; ଖଇ; ଭୃଷ୍ଟ ଧାନ୍ୟାଦି — Grain fried while inside the chaff.
[ଉ—ଏହା ବାହାରେ ଲିଆମାନଙ୍କୁ ଆଞ୍ଜେଳି କରି ଭୀଷ୍ମ ଦେହରେ ପକାଇଲେ ବାଳୀ କୃଷ୍ଣସିଂହ. ମହାଭାରତ. ଭୀଷ୍ମ]
[ଦ୍ରଷ୍ଟବ୍ୟ —ଯେଉଁ ଶସ୍ୟକୁ ଭାଜି ଲିଆ କରାଯାଏ, ତହିଁର ନାମ ଲିଆ ସବ୍ଦ ପୂର୍ବେ ଯୁକ୍ତ ହୁଏ ଯଥା-ଧାନ ଲିଆ, ବାଜରାଲିଆ, ମକାଲିଆ, କଇଁବେଣ୍ଟ ଲିଆ ଇତ୍ୟାଦି]