Jump to content

ଲିଆଖିଆ ବେଲା

ଉଇକିଅଭିଧାନ‌ରୁ

ଲିଆଖିଆ ବେଲା

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -

[ସମ୍ପାଦନା]

ସକାଳ ୮ ଟା ବେଳ — About ୮ A. M.

[ଦ୍ରଷ୍ଟବ୍ୟ —ସମ୍ୱଲପୁରେ ମୁଲିଆମାନେ ସକାଳେ ୬ଟା ବେଳେ ହଳ ଆଦି କାମ କରିବାକୁ ଯାଆନ୍ତି ଏବଂ ଦୁଇ ଘଣ୍ଟା କାର୍ଯ୍ୟ କରିବା ପରେ କାର୍ଯ୍ୟକ୍ଷେତ୍ରରେ ବିଶ୍ରାମ କରି ଲିଆ ବା ମୁଢ଼ି ଆଦି ଜଳଯୋଗ କରିଥାଆନ୍ତି ଏହି ପ୍ରଥା ଯୋଗୁଁ 'ଲିଆଖିଆ ବେଲା' ବ୍ୟବହାର ହୋଇଅଛି]