ଲିଆରି
ଗଞ୍ଜାମରେ ଥିବା ଓଡ଼ିଆ ଶୁଦ୍ର ଜାତି— ବିଶେଷ —A class of Ṡūdras in Ganjam.
[ଦ୍ରଷ୍ଟବ୍ୟ —ଏମାନଙ୍କର ପୁରୁଷ ଓ ସ୍ତ୍ରୀ ଉଭୟେ ବାଣିଜ୍ୟ ବେପାର କରନ୍ତି ଏମାନେ ଓଡ଼ିଶାର ଅନ୍ୟ ଅଞ୍ଚଳର କେଉଟ ଶ୍ରେଣୀର ଅଟନ୍ତି ଓ ଲିଆ ଭାଜନ୍ତି]