Jump to content

ଲିଆ ଖିଆ

ଉଇକିଅଭିଧାନ‌ରୁ

ଲିଆ ଖିଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. (ସଂସ୍କୃତ - ଲାଜା+ଖାଦ ଧାତୁ)—ଲିଆ ଖାଇବା — ୧. Eating of fried corn.
୨. (ନାମ) କୋଣାର୍କର ଅଦୂରରେ ସମୁଦ୍ରରେ ପଡ଼ିଥିବା କ୍ଷୁଦ୍ର ନଦୀ —୨. A small river falling into the ocean near Konarak in Puridistrict.

[ଦ୍ରଷ୍ଟବ୍ୟ —ପୁରୀଠାରୁ କୋଣାର୍କକୁ ଗଲେ ଏହି

ନଦୀର ମୁହାଣ ନିକଟରେ ଏହାକୁ ପାରିହୋଇ ଯିବାକୁ ପଡ଼େ ଉପର ଅଂଶ ଏହାର ନାମ କୁଶଭଦ୍ରା]