ଲିଆ ଧାନ
ଯେଉଁ ଧାନକୁ ଭାଜିଲେ ଭଲ ଖଇ ଫୁଟେ — Species of paddy which produce good Liā when fried.
[ଦ୍ରଷ୍ଟବ୍ୟ —ସବୁପ୍ରକାର ଧାନକୁ ଭାଜିଲେ ସୁନ୍ଦର ଖଇ ହୁଏ ନାହିଁ କେତେକ ପ୍ରକାର ଧାନ ଭାଜିଲେ ତହିଁରୁ ବଡ଼ ବଡ଼ ଖଇ ହୁଏ]