Jump to content

ଲିକ୍ଷା

ଉଇକିଅଭିଧାନ‌ରୁ

ଲିକ୍ଷା

ଉଚ୍ଚାରଣ

[ସମ୍ପାଦନା]

(ଲିକ୍ଷିକା—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ଲକ୍ଷ୍ ଧାତୁ=ଚିହ୍ନ କରିବା+କର୍ତ୍ତୃ. ଅ;+ଆ; ନିପାତନ)

[ସମ୍ପାଦନା]
୧. କ୍ଷୁଦ୍ର ଉକୁଣି —୧. Very small louse.
୨. ଉକୁଣିଙ୍କର କ୍ଷୁଦ୍ର ଡିମ୍ୱ —୨. The eggs of lice.
୩. ପରିମାଣ— ବିଶେଷ —୩. A sort of measure.

[ଦ୍ରଷ୍ଟବ୍ୟ —୪ ଅଣୁ=୧ ଲିକ୍ଷା; ମତାନ୍ତରରେ ୮ ପରମାଣୁ—୧ ରଜ; ୮ ରଜ=୧ ବାଳାଗ୍ର; ୮ ବାଳାଗ୍ର=୧ ଲିକ୍ଷା, ମତାନ୍ତରରେ ୬ ଲିଖା=୧ ସର୍ଷପ ଓଜନ—ହିନ୍ଦୀ - ଶ

ମତାନ୍ତରରେ ସୂର୍ଯ୍ୟକିରଣ କୌଣସି କଳାବାଟେ ପଡ଼ିଲେ ସେଥିରେ ଉଡ଼ୁଥିବା ଧୂଳିର ଗୋଟିଏ କଣାର ନାମ ଅଣୁ; ଏପରି ୪ଟି ଅଣୁରେ ଗୋଟିଏ ଲିଖା ହୁଏ

ଜ୍ୱାଳାନ୍ତର ଗତେ ଭାଜୌ ଯଚ୍ଚାଣୁ ଦୃଶ୍ୟରେ ରଜଃ ତୈଶ୍ଚଭୁର୍ତ୍ତିବେଲ୍ଲିକ୍ଷା ତେଷାଂ ଷଡ଼୍ ଭିଶ୍ଚ ସର୍ଷପଃ]