ଲିଖନ
ଦେଖଣା
ଲିଖନ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଲିଖ୍ ଧାତୁ+ଭାବ. ଅନ)
[ସମ୍ପାଦନା]- ୧. ଲେଖିବା; ଅକ୍ଷର ବିନ୍ୟାସକରଣ —୧. Writting.
- ୨. ରେଖା ଟାଣିବା —୨. Drawing of lines.
- ୩. ଚିତ୍ର— କରଣ —୩. Painting.
- ୪. ଆଙ୍କନ କରିବା — ୪. Drawing.
- ୫. (+ କର୍ମ. ଅନ) ଲେଖା; ମସୀଦ୍ୱାରା କଲମରେ ଲେଖାଯିବା ବିଷୟ —୫. A writing done with ink and pen.
- ୬. ପତ୍ର — ୬. Letter.
- ୭. (+ ଅଧିକରଣ. ଅନ) ଦଲିଲ — ୭. A document; deed.
- ୮. ଭାଗ୍ୟ ଲେଖା; ମନୁଷ୍ୟର ଭାଗ୍ୟରେ ବିଧାତାଙ୍କ କଳ୍ପିତ ଲେଖା — ୮. Preordained thing.