ଲିଖିତଂ
ଦେଖଣା
ଲିଖିତଂ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - (କଚିରିଆ ଭାଷା) (ସଂସ୍କୃତ - ଲିଖିତଂ)
[ସମ୍ପାଦନା]ଏହା ଅମୁକଙ୍କଦ୍ୱାରା ଲେଖା ଲେଖା ହେଲା; ଅମୁକ ଏହା ଦଲିଲ ସଂପାଦକ କରୁଅଛନ୍ତି —(This deed is) Written by or executed by.
[ଦ୍ରଷ୍ଟବ୍ୟ — ସଂସ୍କୃତରେ 'ମୟା ଲିଖିତଂ' ସୋଦ୍ୱାରା ଲିଖିତ ଅମୁକଦ୍ୱାରା ଲିଖିତଂ ସ୍ଥଳରେ ଓଡ଼ିଆ ଦଲିଲ ଲେଖାରେ ରହି ଯାଇଅଛି ଲିଖିତଂ ଅମୁକ ଏଥିରେ ସାଙ୍କେତିକ ଲି; କେହି କେହି ମଧ୍ୟ ପତ୍ର ଶେଷରେ ଲି ଲେଖି ଆପଣା ନାମ ସ୍ୱାକ୍ଷର କରନ୍ତି]