Jump to content

ଲିଖିତ ଜବାବ

ଉଇକିଅଭିଧାନ‌ରୁ

ଲିଖିତ ଜବାବ

ଉଚ୍ଚାରଣ

[ସମ୍ପାଦନା]

(ମୌଖିକ ଜବାବ—ବିପରୀତ)

  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (କଚିରିଆ)

[ସମ୍ପାଦନା]
୧. ବାଦୀର ଅର୍ଜିର ଉତ୍ତରରେ ପ୍ରତିବାଦୀର ଦାଖଲ କରିବା ଲିଖିତ ବର୍ଣ୍ଣନାପତ୍ର — ୧. Written statement filed by a defendant in a suit.
୨. ଅଭିଯୋଗ ବିରୁଦ୍ଧରେ ମୁଦାଲାର ଦାଖଲ କରିବା ଲିଖିତ ଉତ୍ତର — ୨. A written statement filed by an accused.
୩. କୌଣସି ବିଷୟରେ ଲିଖିତ ଉତ୍ତର — ୩. A written reply.