ଲିଗା ଅଣ୍ଟି
ଦେଖଣା
ଲିଗା ଅଣ୍ଟି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଲିଗା ଅଣ୍ଟି
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ପିନ୍ଧିଥିବା ଲୁଗାର କୁଞ୍ଚରେ ଥିବା ଅଂଶକୁ ଗୋଟା ଗୋଟି କରି ତହିଁ ମଧ୍ୟରେ କିଛି ପଦାର୍ଥ ରଖିବା ପାଇଁ କରାଯିବା ଥଳି —A bag or pouch formed by tucking up the front portion of the lion cloth (which a man wears and which hangs down in front), so that it might contain something in it.