ଲିଗ୍
ଦେଖଣା
ଲିଗ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ଲିଗ୍)
[ସମ୍ପାଦନା]- ୧. ଇଉରୋପୀୟ ସାମୁଦ୍ରିକ ଦୂରତ୍ୱତ ମାପ ପରିମାଣ ବିଶେଷ (୨୪: ଠାରୁ ୪୪: ମାଇଲ୍) — ୧. A standrad of measurement of oceanic distance.
[ଦ୍ରଷ୍ଟବ୍ୟ —ଇଂଲାଣ୍ଡର ସ୍ଥଳ ମାପରର ଲିଗ୍= ୩ ସ୍ଥଳ ମାଇଲ=୩+୫୨୮: ଫୁଟ୍=୫୨୮: ଗଜ ଇଂଲଣ୍ଡର ସମୁଦ୍ର ମାପର ଲିଗ୍=୩ ସାମୁଦ୍ରିକ ମାଇଲ= ୩x୬୮: ଫୁଟ=୬୮: ଗଜ ]
- ୨. ଦଳ; ଗୋଷ୍ଠୀ —୨. League; society.