Jump to content

ଲିଙ୍କ୍

ଉଇକିଅଭିଧାନ‌ରୁ

ଲିଙ୍କ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ଲିକ୍)

[ସମ୍ପାଦନା]
୧. କଡ଼ାଦ୍ୱାରା ୧ ଖଣ୍ଡ ଲୁହା କାଠି ଇଠୀ ହୋଇଥିବା ଶିକୁଳିଦ୍ୱାରା ଭୂମି ମାପ କରିବାରେ ବ୍ୟବହୃତ ଚେନ୍ (ଲୁହା ଶିକୁଳି)ର ୧ ଭାଗରୁ ୧ ଭାଗ ବା ଖଣ୍ଡ —୧. Link of a chain used in surveying land.
୨. ଭୂମି ମାପର ପରିମାଣବିଶେଷ (୬\୧: ଫୁଟ=୩\୫: ଫୁଟ=୭ ୧\୪: ଇଞ୍ଚ) — ୨. There fifth of a foot.
୩. କମିଜର ହାତ ବୋତାମରେ ଦୁଇ ଭୁଣ୍ଡିକୁ ଯୋଗ କରିଥିବା ଧାତୁର କଡ଼ା —୩. The link of a cuff buttom of a shirt.