Jump to content

ଲିଙ୍ଗାଇତ୍

ଉଇକିଅଭିଧାନ‌ରୁ

ଲିଙ୍ଗାଇତ୍

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଲିଙ୍ଗାକିତ, ତୁଳ. ସେବାଏତ୍)

[ସମ୍ପାଦନା]

ଦାକ୍ଷିଣାତ୍ୟରେ ଶିବଲିଙ୍ଗଉପାସକ ସଂପ୍ରଦାୟବିଶେଷ — A seet of Hindus in S. India who are devotees of Ṡiba.

[ଦ୍ରଷ୍ଟବ୍ୟ —ଏମାନେ ଶିବଙ୍କର ଏକନିଷ୍ଠ ଉପାସକ ଦ୍ରାବିଡ଼ୀୟ ହିନ୍ଦୁ; ଏମାନେ ସୁନାରେ ବା ରୁପାର କରାଟରେ ଶିବଲିଙ୍ଗକୁ ରଖି ବାହୁରେ ବା ଗଳାରେ ପିନ୍ଧନ୍ତି, ଏମାନଙ୍କୁ ଜଙ୍ଗମୀ ମଧ୍ୟ ବୋଲାଯାଏ କିନ୍ଦୁ ଏମାନଙ୍କ ମଧ୍ୟରେ କେତେଗୁଡ଼ିଏ କୁରୀତି ପ୍ରଚଳିତ ଅଛି, ଯାହା ଭାରତର ଅନ୍ୟତ୍ର ଦୃଷ୍ଟ ହୁଏ ନାହିଁ ଏମାନେ ବେଦର ଓ ବ୍ରାହ୍ମଣଙ୍କ ପ୍ରାଧାନ୍ୟ ଓ ଓ ଜାତିଭେଦ ସ୍ୱୀକାର କରନ୍ତି ନାହିଁ (ବିଶ୍ୱକୋଷ)]