Jump to content

ଲିଙ୍ଗିକା

ଉଇକିଅଭିଧାନ‌ରୁ

ଲିଙ୍ଗିକା

ଉଚ୍ଚାରଣ

[ସମ୍ପାଦନା]

(ଲିଙ୍ଗସମ୍ଭୂତା, ଲୈଙ୍ଗୀ—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଲିଙ୍ଗ+କ+ସ୍ତ୍ରୀ. ଆ; ଲିଙ୍ଗିନ୍+ଈ)

[ସମ୍ପାଦନା]
୧. (ବୈଦ୍ୟକ) ଶିବଲିଙ୍ଗୀଲତା —A creeper.

[ଦ୍ରଷ୍ଟବ୍ୟ —ଏହା ଓଡ଼ିଶା ଜଙ୍ଗଲରେ ଜନ୍ମେ ଏଥିରେ ବୀଜ ଶିବଲିଙ୍ଗାକାର; କିନ୍ତୁ କ୍ଷୁଦ୍ର, କୃଷ୍ଣବର୍ଣ୍ଣ ଓ ଅଚିକ୍ଣ ଏହା ଦୁର୍ଗନ୍ଧ ନାଶକ, କଟୁରସ. ଉଷ୍ଣ ବୀର୍ଯ୍ୟ ରସାୟନ ଓ ସର୍ବସିଦ୍ଧିକାରକ ଅଟେ]

୨. ଧର୍ମ ଧ୍ୱଜିନୀ ସ୍ତ୍ରୀ —୨. A hypocrite woman.
୩. ହସ୍ତିନୀ — ୩. A female elephant.

ସଂସ୍କୃତ - ବିଶେଷଣ - ସ୍ତ୍ରୀ

[ସମ୍ପାଦନା]

ଲିଙ୍ଗୀର ସ୍ତ୍ରୀ ଲିଙ୍ଗ — Feminine of Liṅgī.