Jump to content

ଲିଙ୍ଗ ନାଶ

ଉଇକିଅଭିଧାନ‌ରୁ

ଲିଙ୍ଗ ନାଶ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବହୁବ୍ରିହୀ; ଯହିଁରେ ବସ୍ତିମାନଙ୍କ ଲିଙ୍ଗ ବା ଲକ୍ଷଣ ଜଣା ପଡ଼େ ନାହିଁ)

[ସମ୍ପାଦନା]
୧. ଅନ୍ଧକାର (ହିନ୍ଦୀ - ଶ) — ୧. Darkness.
୨. ଚକ୍ଷୁରୋଗ ବିଶେଷ (ହିନ୍ଦୀ - ଶ); ନୀଳିକା —୨. A kind of eye-disease; glaucoma.

[ଦ୍ରଷ୍ଟବ୍ୟ —ଏ ରୋଗରେ ଆଖିକୁ କେତେବେଳେ ଅନ୍ଧାର, କେତେବେଳେ ନାଲି, କେତେବେଳେ ହଳଦିଆ ବର୍ଣ୍ଣ ଆଦି ଦେଖାଯାଏ ସୁଶ୍ରୁତ ଅନୁସାରେ ଅଖିର ୪ର୍ଥ ପଟଳର ବିକାର ଯୋଗୁଁ ଏ ରୋଗ ଜନ୍ମେ ବାତ ପିତ୍ତ କଫ ଭେଦରେ ଏ ରୋଗ ୩ ପ୍ରକାର—(ହିନ୍ଦୀ - ଶ)]

୩. ଶିଶ୍ନର ନାଶ —୩. Loss of penis. (Apte)