ଲିଙ୍ଗ ପୁରାଣ
ଦେଖଣା
ଲିଙ୍ଗ ପୁରାଣ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ବ୍ୟାସ ପ୍ରଣୀତ ମହାପୁରାଣ ବିଶେଷ (ପୁରାଣ ଦେଖ) —One of the ୧୮ Purāṇas of the Hindus.
[ଦ୍ରଷ୍ଟବ୍ୟ —ଏଥିରେ ଶ୍ଳୋକ ସଂଖ୍ୟା ୧୧: ହଜାର; ବ୍ରହ୍ମା ମୁଖ୍ୟ ବକ୍ତା; ଏଥିରେ ଶିବ ହିଁ ବ୍ରହ୍ମା ଓ ବିଷ୍ଣୁଙ୍କର ଅଓଧିଷ୍ଠାନ ଥିବା ବର୍ଣ୍ଣିତ ଶିବ ସ୍ୱୟଂ ନିଜର ୨୮: ଅବତାର ବର୍ଣ୍ଣନ କରିଅଛନ୍ତି ଏହା ଏକ ସାଂପ୍ରଦାୟିକ ପୁରାଣ; ଶିବଙ୍କଦ୍ୱାରା ଶିବଭକ୍ତ ଦଧୀଚି ମୁନିଙ୍କ ରକ୍ଷା, ପଦ୍ମ କଳ୍ପରେ ସୃଷ୍ଟିର ଉତ୍ପତ୍ତି, ବୈବଶ୍ୱତ ମନ୍ୱନ୍ତରର
ରାଜାମାନଙ୍କ ବଂଶାବଳି, ଲିଙ୍ଗ ପୂଜାରେ ଗୃହ୍ୟାର୍ଥ ଏଥିରେ ବର୍ଣ୍ଣିତ ହୋଇଅଛି]