Jump to content

ଲିଙ୍ଗ ଭଙ୍ଗନ

ଉଇକିଅଭିଧାନ‌ରୁ

ଲିଙ୍ଗ ଭଙ୍ଗନ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଲିଙ୍ଗ+ଭଙ୍ଗ)

[ସମ୍ପାଦନା]

ଲିଙ୍ଗ ଶରୀରର ବିନାଶନ —The annihilation of the subtle body.

[ଉ—ଯୋଗେଶ୍ୱରଙ୍କ ଗତି ଯେତେ, ଲିଙ୍ଗଭଙ୍ଗନ ମୋକ୍ଷପଥେ ଜଗନ୍ନାଥ. ଭାଗବତ]