ଲିଚାଏ
(ଅନାଦରାର୍ଥକ) ଗୁଡ଼ାଏ —many a.
[ଦ୍ରଷ୍ଟବ୍ୟ — ଯେଉଁ ପରି ଗୁଡ଼ାଏ ଓ ଗୁଡ଼ାକର ଆଦରାର୍ଥକ ଆକାରଗୁଡ଼ିଏ ଓ ଗୁଡ଼ିକ, ସେହିପରି ଲୁଚାଏଓ ଲୁଚାକର ଆଦାର୍ଥକ ଆକାର ଲୁଚିଏ ଓଲୁଚିକ]