Jump to content

ଲିଚୁ

ଉଇକିଅଭିଧାନ‌ରୁ

ଲିଚୁ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଚୀନ ଦେଶୀୟ ଭାଷା 'ଲିଚି')

[ସମ୍ପାଦନା]

ଚୀନ୍ ଦେଶରୁ ଏ ଦେଶକୁ ଆନୀତ ହୋଇ ସୁଖାଦ୍ୟ ଫଳ ଉତ୍ପାଦନ କରୁଥିବା ଏକ ପ୍ରକାର ବୃକ୍ଷ ଓ ତହିଁର ସୁଖାଦ୍ୟ ଫଳ —Lichi fruit tree; Nephelium Litchi; Scytalia Litchi.

[ଦ୍ରଷ୍ଟବ୍ୟ — ଏହି ଫଳର ଉପରେ କ୍ଷୁଦ୍ର କୋମଳ କଣ୍ଟାଯୁକ୍ତ ଚେପା ଥାଏ ଓ ଚୋପା ତଳେ କୋମଳ ଶୁକ୍ଳ ସୁଖାଦ୍ୟ ଶସ ଥାଏ; ତହିଁ ମଧ୍ୟରେ କଳା ମଞ୍ଜି ଥାଏ ଏ ଫଳ ପାଚିଲେ ନାଲୁ ହୁଏ ଓ ଏହାର ସୁଖାଦ୍ୟ ଶସ ଧଳା; ସ୍ଥାନଗୁଣରେ ଏହି ଶସ ସୁସ୍ୱାଦୁ ବା ଅସ୍ୱାଦୁ ହୁଏ ଆସାମ, ବଙ୍ଗ ଦେଶ ଓ ସାହାରାନ୍ ପୁରରେ ଏହି ଫଳ ଉତ୍କୃଷ୍ଟ ହୁଏ ଏ ଫଳ ବସନ୍ତ କାଳରେ ଫଳେ ଏହାର ପତ୍ର ଅମ୍ୱପତ୍ର ପରି, କିନ୍ତୁ ଛୋଟଏହି ଗଛ ଆମ୍ୱ ଗଛପରି ବଉଳ ଧରେ]