ଲିଞ୍ଚିଙ୍ଗ୍
ଦେଖଣା
ଲିଞ୍ଚିଙ୍ଗ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ଲିଞ୍ଚିଙ୍ଗ୍)
[ସମ୍ପାଦନା]ସମାଜ ବିରୁଦ୍ଧରେ ଘୃଣ୍ୟ ଅପରାଧ କରିଥିବା ବ୍ୟକ୍ତିର ଅପରାଧ ଅଦାଲତରେ ବିଚାର କରା ନ ଯାଇ, ଅପରାଧିକୁ ସର୍ବସାଧାରଣ ଲୋକେ ଧରି ନେଇ ପାଣିରେ ବୁଡ଼ାଇବା, ମାଡ଼ ମାରିବା, ହତ୍ୟା କରିବା ଆଦିଦ୍ୱାରା ଦଣ୍ଡ ହେବା ରୂପ ଜଭାନ୍ୟ ବର୍ବର ପ୍ରଥା —The practice of lynching or inflicting punishment on an offendar by an infuriated mob.
[ଦ୍ରଷ୍ଟବ୍ୟ —ଦେଶର ଶାସନ ହୀନବଳ ହେଲେ ଏହିପରି ବିଭାଟ, ଘଟି ଥାଏ ଆମେରିକା ବାସୀ ଶ୍ୱେତାଙ୍ଗମାନେ ସ୍ଥାନେ ସ୍ଥାନେ ଅପରାଧୀ ନିଗ୍ରୋ— ମାନଙ୍କୁ ଏହିପରି ଦଣ୍ଡ ଦେଉଥିବା ଶୁଣାଯାଏ]