ଲିଡର
ଦେଖଣା
ଲିଡର
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ଲିଡ଼ର)
[ସମ୍ପାଦନା]- ୧. ଦଳପତି; ନେତା — ୧. The leader of a gang.
- ୨. ଜାତୀୟ ବା ସାମାଜିକ ନେତା —୨. Social or national leader.
- ୩. ସମ୍ୱାଦ ପତ୍ରର ସମ୍ପାଦକୀୟ ସ୍ତମ୍ଭରେ ଲିଖିତ ପ୍ରଧାନତମ ଦୀର୍ଘ ପ୍ରାବନ୍ଧ ବା ଅଗ୍ରଲେଖ —୩. Leader or leading article in a neṡs paper.