ଲିଣ୍ଟ୍
ଦେଖଣା
ଲିଣ୍ଟ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଇଂ)
[ସମ୍ପାଦନା]ତୁଳାଦ୍ୱାରା ବୁଣା ହୋଇ ତହିଁ ଉପରେ ତୁଳା ଛିଞ୍ଚା ହୋଇ ପ୍ରସ୍ତୁତ ଏକପ୍ରକାର କନା — Lint (used surgeons in dressing wounds.)
[ଦ୍ରଷ୍ଟବ୍ୟ —ଏହା ଘଆ ଆଦି ଉପରେ ବନ୍ଧାଗଲେ ଘଆରୁ ପାଣି ପ୍ରଭୃତି ଶୀଘ୍ର ଶୋଷିନିଏ ଏଥିପାଇଁ ଡାକ୍ତରମାନେ ଘାଆ ଓ କ୍ଷତ ଆଦି ଉପରେ ଏହାକୁ ପଟି ପକାଇ ବାନ୍ଧନ୍ତି]