ଲିତା
ଦେଖଣା
ଲିତା
ଉଚ୍ଚାରଣ
[ସମ୍ପାଦନା][ଲତାତେ)ଇ, ଲିତିଆ—୨ୟ ଅର୍ଥର ଅନ୍ୟରୂପ]
=== ଦେଶଜ - ବିଶେଷ୍ୟ - (ସଂସ୍କୃତ - ଲିପ୍ତା)
ଏକଦଣ୍ଡର ୬ ଭାଗରୁ ଏକ ଭାଗୋ; ଅତି ଅଳ୍ପକାଳ' କ୍ଷଣମାତ୍ର; ନିହିମାଏ ୧. A moment; a minute portion of time.
[ଉ—ବର୍ଷ ମାସ ଦିନ ଇତ୍ୟାଦି ମୁହିଁ ଅଟେ ଅଧିପ ରାଧାନାଥ. ଚନ୍ଦ୍ରାଭାଗା]
- ୨. କିଞ୍ଚିନ୍ ମାତ୍ର —୨. A little portion; a little,
ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -
[ସମ୍ପାଦନା]ସଙ୍ଖୁଡ଼ି; ଅଇଣ୍ଠା; କୌଣସି ବ୍ୟକ୍ତି ଖାଇ ସାରିବା ପରେ ଖାଇବା ସ୍ଥାନରେ ପଡ଼ିଥିବା ବାସନ ବା ପତର ଓ ଭୁକ୍ତ ଖାଦ୍ୟାଶଂ- Leavings and uncleaned dishes left after meal.
- ୨. (କଟକ ସହର) ବିଶେଷ୍ୟ - (ନାମ)— 'ନିତ୍ୟାନନ୍ଦ'ର ଡାକ ନାମ —୨. Name for calling Nityānanda.