ଲିଥୋ ଛାପା
(ଲିଥ[ଥୋ]ପ୍ରଣ୍ଟିଙ୍ଗ୍, ଲିଥ(ଥୋ)ଗ୍ରାଫ୍ ଛାପା, ଲିଥ(ଥୋ)ଗ୍ରାଫ୍ ପ୍ରିଣ୍ଟିଙ୍ଗ୍—ଅନ୍ୟରୂପ)
ଚିତ୍ରାଦି ଖୋଦିତ ପଥରରୁ ଉତୁରାଯିବା ମୁଦ୍ରାଙ୍କନ — Litho printing.