ଲିଥ ପ୍ରେସ୍
[ଲିଥ(ଥୋ)ଗ୍ରାଫ୍ ପ୍ରେସ୍—ଅନ୍ୟରୂପ)
ଯେଉଁ ମୁଦ୍ରାଯନ୍ତ୍ରରେ ଲିଥୋ ପ୍ରଣାଳୀରେ ପୁସ୍ତକାଦି ଛପା କରାଯାଏ — Litho press.