ଲିପାରି
ଦେଖଣା
ଲିପାରି
ଉଚ୍ଚାରଣ
[ସମ୍ପାଦନା](ଲିପାରି ଦ୍ୱୀପପୁଞ୍ଜ—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ନାମ) (ଇଂରାଜୀ - ଲିପାରି ଆଇଲାଣ୍ଡ୍ ସ)
[ସମ୍ପାଦନା]ଇଟାଲିର ଦକ୍ଷିଣସ୍ଥ ସିସିଲି ଦ୍ୱୀପର ଉତ୍ତରପୂର୍ବେ କୋଣବର୍ତ୍ତୀ ଦ୍ୱୀପପୁଞ୍ଜ —The Lipari islands to the north-east of Sicily.
[ଦ୍ରଷ୍ଟବ୍ୟ —ଏଠାରେ ଷ୍ଟ୍ରମ୍ୱୋଲି ନାମରେ ପ୍ରସିଦ୍ଧ ଅଗ୍ନେୟ ଗିରି ଅଛି]