ଲିପା ପୋଛା
ଦେଖଣା
ଲିପା ପୋଛା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ଲିପାଲିପି—ଅନ୍ୟରୂପ)
ଦେଶଜ - ବିଶେଷ୍ୟ - (ସହଚର)
[ସମ୍ପାଦନା]ଗୃହ ଆଦିକୁ ମାର୍ଜନ କରି ଓ ଓଳାଇ କାନ୍ଥ ଆଦିରେ ମାଟି ବା ଗୋବର ଆଦି ଲେପିବା —Cleansing and smearing the house with water etc.
[ଉ—ଲିପାପୋଛା କରି କେହୁ କୋଠା ଖରକୁଛି ପ୍ରାଚୀ. ବ୍ରହ୍ମନିରୂପଣଗୀତା]
ଦେଶଜ - ବିଶେଷଣ -
[ସମ୍ପାଦନା]ମାଜତ ଓ ଲେପିତ (ଗୃହାଦି) — Cleansed and smeared.