ଲିପି

ଉଇକିଅଭିଧାନ‌ରୁ

ଲିପି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ଲିପ୍ ଧାତୁ+ଭାବ. ଇ; ଈ)[ସମ୍ପାଦନା]

୧. ଲେଖନ; ଲେଖା —୧. Writing.
୨. (+ କର୍ମ. ଇ) ଲିଖିତ ପତ୍ରାଦି —A written letter.
୩. ଦଲିଲ —୩. Document.
୪. (+ ଭାବ. ଇ) ଅଙ୍କନ; ଚିତ୍ରକରଣ —୪. Drawing.
୫. (+ କର୍ମ. ଇ) ଅକ୍ଷର —୫. Letter; alphabet; script.
୬. (+ କରଣ. ଇ) ବର୍ଣ୍ଣମାଳା ଅଙ୍କିତ କରିବା ପଦ୍ଧତି ବା ପ୍ରଣାଳୀ —୬. The mode of writing the alphabet.