Jump to content

ଲିପିକର ପ୍ରମାଦ

ଉଇକିଅଭିଧାନ‌ରୁ

ଲିପିକର ପ୍ରମାଦ

ଉଚ୍ଚାରଣ

[ସମ୍ପାଦନା]

ଲିପିକର ଭ୍ରମ, ଲିପିକର ଦୋଷ଼ଅନ୍ୟରୂପ

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଲେଖିବା ଲୋକର ଲେଖିବା ବେଳେ ହେବା ଭୁଲ; ଲେଖକର ଲିଖନ କାଳୀନ ଭ୍ରମ —Mistake or slip of the pen committed by a writer or copyist

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଛାପାଖାନାରେ ଅକ୍ଷର ଯୋଡ଼ିବାବାଲାର ଦୋଷ ବା ଭ୍ରମ —Printer's mistake; printing, mistake.