Jump to content

ଲିପିକାର

ଉଇକିଅଭିଧାନ‌ରୁ

ଲିପିକାର

ଉଚ୍ଚାରଣ

[ସମ୍ପାଦନା]
[ଲିପିକରୀ, ଲିପିକାରୀ—ସ୍ତ୍ରୀ] 

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]

(ଲିପି+କୃ ଧାତୁ+କର୍ତ୍ତୃ. ଅ)—୧ ଲେଖକ —୧. Writer; scribe; a penman.

୨. ଯେ ନକଲ ଲେଖେ; ନକଲ ନବିସ୍ —୨. A copyist.
୩. ଚିତ୍ରକର —୩. Painter.
୪. ଯେ ଘରର କାନ୍ଥ ଆଦିରେ ଚୂନ ଲିପେ ଓ ସଫେଦି କରି —୪. A whitewasher; a plasterer (Apte).

ଦେଶଜ - ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]
୧. ଯେ ଛପା ଅକ୍ଷରମାନଙ୍କୁ ଏକତ୍ର ବସାଏ —୧. A compositor in a printing press.
୨. ଯେ ଅକ୍ଷରକୁ ମୂଦ୍ରାଦ୍ୱାରା କାଗଜ ଉପରେ ଛାପେ —୨. A printer.